ଅତି ଦରକାର ନଥିଲେ ହସ୍ପିଟାଲକୁ ଆସନ୍ତୁ ନାହିଁ । ଓପିଡିର ଆଟେଣ୍ଡାନ୍ସ କମାଇବାକୁ କୁହାଯାଇଛି । କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ । ଏ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
#hospital #OPD #emergency #corona #Odisha #ArgusNews