#ଅଧପନ୍ତରାରେ_ପଡି_ରହିଛି_ଝାରସୁଗୁଡା_ଜିଲ୍ଲା_ଷ୍ଟାଡିୟମ୍
#ଖର୍ଚ୍ଚ_ହେଲାଣି_୧୫_କୋଟି
ଝାରସୁଗୁଡ଼ାରେ ହେବ ଅତ୍ୟାଧୁନିକ ଷ୍ଟାଡିଅମ। ଲାଭବାନ ହେବେ ଖେଳ ଏବଂ ଖେଳାଳି। ଏହି ସ୍ବପ୍ନ ଦେଖାଇ ୨୦୧୬ରେ ଝାରସୁଗୁଡାରେ ଆରମ୍ଭ ହୋଇଥିଲା ଷ୍ଟାଡିୟମ ନିର୍ମାଣ । ମାତ୍ର ଦୁଃଖର ବିସୟ ୨୦୧୮ରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଏବେ ଯାଏଁ ସରିନି। ଏହାକୁ ନେଇ କ୍ରୀଡ଼ାବିତ ଓ କ୍ରୀଡା ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି ।
#SportsStadium #stadium #Jharsuguda #Odisha #ArgusNews