ଅଦିନିଆ ବର୍ଷାରେ ବେହାଲ୍ ହୋଇପଡିଛି ପଶ୍ଚିମ ଓଡ଼ିଶା ଚାଷୀଙ୍କ ଅବସ୍ଥା । କୁଇଣ୍ଟାଲ କୁଇଣ୍ଟାଲ ଧାନ ବସ୍ତା ବର୍ଷାରେ ଭିଜୁଛି । ଆହୁରି ଦୁଇ ଦିନ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆଲର୍ଟ କରିଥିବାବେଳେ ଧାନ ଗଜା ହେବା ଭୟ ଘାରିଛି ଚାଷୀଙ୍କୁ । ନୂଆପଡା, ବଲାଙ୍ଗିର ଓ ବୌଦ୍ଧରୁ ଦେଖିବା ଅର୍ଗସର ଗ୍ରାଉଣ୍ଡ ରିପୋର୍ଟ
#Nuapada #Bolangir #boudh #paddy #Rain #Mandi #Farmer #ArgusNews