ଦେଶପ୍ରେମ ମୋହରେ ଅଧା ରହିଗଲା ନିଜ କୁନି ଝିଅର ଭବିଷ୍ଵତର ସ୍ଵପ୍ନ। ସହିଦ ଜୟରାମ କହୁଥିଲେ, ଝିଅକୁ ଖୁବ୍ ପଢାଇବି। ମଣିଷ ପରି ମଣିଷ କରିବି। ତଥାପି ଦେଶର ସୁରକ୍ଷା ପାଇଁ ସେ ନିଜ ଜୀବନ ଓ ପରିବାରର ସ୍ଵପ୍ନକୁ ଉତ୍ସର୍ଗ କରିବାକୁ ପଛାଇନଥିଲେ।
#ArgusNews #Odisha #SaheedSalaam #OdiaJawan #SaheedJayaramKabasi #IndianArmy Indian Army ADGPI - Indian Army- Indian Army Fan #IndianpoliceService #Martyr