କାହା ସ୍ବାର୍ଥରେ ବସ ଷ୍ଟପ୍। ଖରା ହେଉ କି ବର୍ଷା ବସକୁ ଅପେକ୍ଷା କରିବା ନିମନ୍ତେ ଯାତ୍ରୀଙ୍କ ସୁବିଧା ପାଇଁ ଶୁଳିଆପଦା ବ୍ଲକର ବିଭିନ୍ନ ସ୍ଥାନରେ ବସଷ୍ଟପ ନିର୍ମାଣ ହୋଇଥିଲା। ମାତ୍ର ଦୁର୍ଭାଗ୍ୟର ବିଷୟ ଅଧାପନ୍ତରିଆ ଅବସ୍ଥାରେ କାମ ଛାଡି ଠିକାଦାର ଛୁ। ଯାହାକି ବିଭାଗୀୟ ଅଧିକାରୀଙ୍କ ଠିକାଦାରପୋଷଣ ନୀତିକୁ ପଦାରେ ପକାଇଛି।
#Mayurbhanj #shuliapada #busstops #Work #passengersissue #Odisha #ArgusNews