୮ ବର୍ଷ ହେବ ଅଧାପନ୍ତରିଆ ଭାବେ ବନ୍ଦ ପଢିଛ ବିଦ୍ୟୁତ୍ ବିଭାଗର ପାୱାର୍ ସବଷ୍ଟେସନ୍ । ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ଯୋଗୁଁ ୭ ରୁ ୮ଟି ପଞ୍ଚାୟତବାସୀ ହନ୍ତସନ୍ତ । ଷ୍ଟ୍ରକଚର କାର୍ଯ୍ୟ ଶେଷ ନହୋଇଥିବାରୁ ଲୋ-ଭୋଲଟେଜ ଓ ପାଓ୍ବାର କଟ୍ ଭଳି ସମାସ୍ୟାରେ ସମ୍ମୁଖୀନ ହେଉଛନ୍ତି ଉପଭୋକ୍ତା
#Mayurbhanja #substation #electricdept #ArgusNews