ବର୍ଷ ବର୍ଷ ଧରି ଅଧାପନ୍ତରିଆ ଭାବେ ପଡିରହିଛି ବୁଢା ନଦୀ ବନ୍ଧ କାର୍ଯ୍ୟ । ପାୱାରଫୁଲ ବିଧାୟକଙ୍କ ଅଞ୍ଚଳରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେବାରୁ ରାସ୍ତାରୋକକୁ ଆପଣାଇଲେ ବାସୁଦେବପୁର ପଞ୍ଚାୟତବାସୀ
#jajpur #basudevpur #roadstrike #roadproblem #peopleprotest #ArgusNews