କେନ୍ଦୁଝର ମେଡିକାଲ କଲେଜ ସମ୍ପୂର୍ଣ୍ଣକୁ ନେଇ ଅନିଶ୍ଚିନ୍ତତା । ୨୦୨୨- ୨୩ ମସିହା ରେ ପାଠ୍ୟକ୍ରମ ଆରମ୍ଭ ର ପ୍ରତିଶୃତି ଦେଇଥିଲେ ରାଜ୍ୟ ସରକାର । କିନ୍ତୁ ଏପର୍ଯ୍ୟନ୍ତ ସରିନି ନିର୍ମାଣ କାର୍ଯ୍ୟ । ଫଳରେ କେମିତି ହେବ ପାଠପଢା ତାକୁ ନେଇ ଉଠୁଛି ପ୍ରଶ୍ନ ।
#Keonjhar #medicalCollage #Medicalwork #Constructionwork #ArgusNews