#ମୁଖ୍ୟରାସ୍ତା_ଏବେ_ପାଲଟିଛି_ମରାଣଯନ୍ତା
#ହନ୍ତସନ୍ତ_ହେଉଛନ୍ତି_ଅଞ୍ଚଳବାସୀ
ଅଧପନ୍ତରିଆରେ ପଡିରହିଛି ଛତ୍ରପୁର ତାରାତାରିଣୀ ମୁଖ୍ୟରାସ୍ତା ଉପରେ ଥିବା ବଡଶଙ୍ଖ ନାଳ ବ୍ରିଜ ନିର୍ମାଣ । ଅସୁବିଧାର ସମୁଖୀନ ହେଉଛନ୍ତି ସାଧାରଣ ଲୋକେ । ବ୍ରିଜ ନିର୍ମାଣ ନ ହେବା ଦ୍ବାରା ମୁଖ୍ୟରାସ୍ତା ଏବେ ମରାଣଯନ୍ତା ପାଲଟିଛି । ତେଣୁ ଯଥାଶିଘ୍ର କାମ ସାରିବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
#Ganjam #mainroad #chatrapur #problem #bridge #CMOOdisha #Odisha #ArgusNews