ଏକଦା ଘରେ ଘରେ ପରିଚିତ ଥିବା ଶିଶୁ ପତ୍ରିକା ଶିଶୁଲେଖାର ଭାଗ୍ୟ ଅଧାରେ ଅଟକିଛି । ଦୀର୍ଘ ବର୍ଷ ଧରି ଏହାର ପ୍ରକାଶନ ବନ୍ଦ ହୋଇଥିଲା । ଗତ ଏପ୍ରିଲ ପହିଲାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶିଶୁଲେଖା ପତ୍ରିକାର ପୁନରୁଦ୍ଧାର ପାଇଁ ଯୋଜନା କରିଥିଲା । ବର୍ଷକୁ ବିଭାଗ ପକ୍ଷରୁ ପ୍ରତି ସଂସ୍କରଣରେ ଏକ ଲକ୍ଷ ପତ୍ରିକା ଛପାଯିବାର ଥିଲା । କିନ୍ତୁ ଛପା ଯାଇଛି ମାତ୍ର ୧୦ ହଜ଼ାର
#ArgusNews #Odisha #BBSR #Sisusahitya