ପୁଣି ମାତିଲେଣି ଆଇପିଏଲ ବୁକି। ଲକ୍ଷ ଲକ୍ଷ ଟଙ୍କା ବାଜିରେ ଲଗାଉଛନ୍ତି ଯୁବପିଢ଼ି। ବ୍ରହ୍ମପୁରରୁ ବିଦେଶ ଲିଙ୍କ ସହ ଚାଲିଛି ଡିଲ। ଅନଲାଇନରେ ଖେଳର ବାଜି। ବିଦେଶରେ ସଟାବାଜି ଆଇନ ସମ୍ମତ ହୋଇଥିବା ବେଳେ ଆମ ଦେଶରେ ଏହା ଆଇନ ସମ୍ମତ ନୁହେଁ। ତେଣୁ ବାଧ୍ୟ ହୋଇ ବିଦେଶ ୱେବସାଇଟର ସାହାର୍ଯ୍ୟ ଲୋଡୁଛନ୍ତି ଆମ ଦେଶ ତଥା ରାଜ୍ୟର ଯୁବପିଢି।
#Ganjam #berhampur #Onlinegambling #IPL #deals #ForeignLinks #PitamberNahak #Odisha #ArgusNews