ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପୁରୁଣା କ୍ୟାମ୍ପସରେ ଆଜି ଜିଲ୍ଲାର ୯୨ଟି କଲେଜର ଛାତ୍ରଛାତ୍ରୀ ମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯୁକ୍ତ ତିନି ତୃତୀୟ ସେମିଷ୍ଟର ପରୀକ୍ଷା ଅଫଲାଇନ ବଦଳରେ ଅନଲାଇନରେ କରାଇବା ଦାବିକରି ଛାତ୍ରଛାତ୍ରୀମାନେ ଏହି ବିକ୍ଷୋଭ କରିଛନ୍ତି।
#ArgusNews #Odisha #Balasore #StudentsStrike #OnlineExam #FakirMohanUniversity