ଅନଲାଇନ ମଦ ବିକ୍ରି କୁ ଆଖି ଠାର କରି ଚାଲିଛି ଅଫଲାଇନ ମଦ ବିକ୍ରି । ଗ୍ରାହକ ଆସୁଛି କିଛି ଟଙ୍କା ଅଧିକ ଦେଇ ଦୋକାନ କଡରୁ ମଦ ନେଇ ଯାଉଛି ତ ଆଉ କେଉଁଠି ସଟର ଟେକି ସିଧା ବେପାର ଚାଲିଛି । ଅନଲାଇନ ମାଧ୍ୟମରେ ମଦ ବିକ୍ରି ପାଇଁ ଅନୁମତି ଦିଆ ଯାଇଥିଲେ ସୁଦ୍ଧା ରଜ ତୃତୀୟ ଦିନ ରେ ଲକଡାଉନ ନିୟମର ଧଜିଆ ଉଡୁଛି ।
#ArgusNews #ArgusNewsTV #Odisha #Online_Liquor