#ଅନଲାଇନ_ସୁବିଧା_ନ_ଥିଲେ_ପାଠପଢ଼ା_ପାଇଁ_ବିକଳ୍ପ_ବ୍ୟବସ୍ଥା।
ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ କ୍ୟାମ୍ପସ ଉପଲବ୍ଧ କରାଇବା ଦିଗରେ ପ୍ରିୟାସୁଗମ୍ୟତା ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯାହା ମନୋରଞ୍ଜମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠପଢା ଦିଗରେ ଏହା ବେଶ ସହାୟକ ହେବ। କରୋନା କାଳରେ NIOS ଭର୍ଚୁଆଲ ସ୍କୁଲର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
#NEP #NationalEducationPolicy #DharmendraPradhan #student #Odisha #ArgusNews