ଦୁର୍ଗମ ଅଂଚଳରେ ଅନାହାର ସହ ଜୁଝୁଛନ୍ତି ଏହି ଆଦିବାସୀ ପରିବାର । ଏହି ଝାଟିମାଟି ଘରେ ୮ ଛୁଆଙ୍କୁ ଧରି ରହୁଛନ୍ତି ମୟୂରଭଞ୍ଜ ଯଦୁନାଥପୁର ପଞ୍ଚାୟତର ଚନ୍ଦନଚତୁରୀ ଗାଁର ରବୀନ୍ଦ୍ର ସିଂହ । ଘର କହିଲେ, ମୁଣ୍ଡ ଉପରେ ଜରି ପାଲ ଏବଂ ଚାରିପଟେ ଝାଟିମାଟିର କାନ୍ଥ । କେଉଁଠି ମାଟି ଲାଗିଛି ତ ଆଉ କେଉଁଠି ଖୋଲା ।
#Mayurbhanj #Jadunathpurpanchayat #tribal #families #remoteareas #OdishaCM #Odisha #ArgusNews