ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ସରକାର ଦେଖାଇଲେ ଅନେକ ସ୍ବପ୍ନ । ପ୍ରକଳ୍ପ ପାଇଁ ୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଗଲା । ପ୍ରକଳ୍ପ ଡିଜାଇନରେ ବାଜିଲା କ୍ୟାବିନେଟ ମୋହର । ଚଳିତ ବର୍ଷ ଜୁନ ପହିଲାରୁ କାମ ଆରମ୍ଭ ପାଇଁ ଦିଆଗଲା ପ୍ରତିଶ୍ରୁତି । ହେଲେ ଏବେ ଯାଏ ସରିନି ଜମି ଅଧିଗ୍ରହଣ ।
#ArgusNews #Odisha #Puri #Srimandir #Haritage_Corridor