ଡେନଡ୍ରାଇଟ୍ ନିଶାରେ କୋମଳମତୀ ଶିଶୁ । କିଛି କୁନି କୁନି ଛୁଆ ଏବେ ଏହି ଅଠା ନିଶାରେ ମସଗୁଲ । କିଏ ରୁମାଲରେ ପକେଇ ଆଘ୍ରାଣ କରୁଛି ତ ଆଉ କିଏ ପଲିଥିନରେ ପକାଇ ଖୁବ ଜୋରରେ ଶୁଙ୍ଘି ତାର ମଜା ନେବା ପାଇଁ ଚେଷ୍ଟା କରୁଛି । ଅଜାଣତରେ ସେମାନେ ନଷ୍ଟ କରିଦେଉଛନ୍ତି ସେମାନଙ୍କ ଜୀବନ ଓ ଭବିଷ୍ୟତ
#Angul #Dendrite #Gum #drugaddict #children #childwelfare #Odisha #ArgusNews