#ଅନୁଗୁଳ_ଗସ୍ତ_କରିଛନ୍ତି_କେନ୍ଦ୍ରମନ୍ତ୍ରୀ_ଧର୍ମେନ୍ଦ୍ର_ପ୍ରଧାନ
ବୁଣାକାରଙ୍କ ସହ କଥା ହୋଇ ସେମାନଙ୍କ ପ୍ରସ୍ତୁତ ହସ୍ତଶିଳ୍ପ କିଣିଲେ କେନ୍ଦ୍ରମନ୍ତ୍ରୀ । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଗୁଳ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଅନୁଗୋଳ କିଶୋରନଗର ବ୍ଲକ ବାମୁର ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
#Angul #CentralMinister #visit #GandhiJayanti Dharmendra Pradhan #Odisha #ArgusNews