#ଅନ୍ଧବିଶ୍ବାସର_ଅନ୍ଧଗଳି
#ଚେଙ୍କ_ନେଲା_ଜୀବନ
ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଯକ୍ଷ୍ମାରୁ ସୁସ୍ଥ ହେବା ପାଇଁ ନେଇଥିଲେ ଶତାଧିକ ଚେଙ୍କ। ମାତ୍ର ଶେଷରେ ଏହି ଚେଙ୍କ ହିଁ ସାଜିଥିଲା କାଳ। ତେବେ ଚେଙ୍କ ଜଣଙ୍କର ଜୀବନ ନେଇଥିବା ବେଳେ ଆଉ ଦୁଇଜଣ ଯକ୍ଷ୍ମାରୋଗୀ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ଅନ୍ତର୍ଗତ ଉପରକଂଇସାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।
#ArgusNews #ArgusNewsTV #Odisha #Keonjhar #Superstition