#ଅପପୁଷ୍ଟିର_ଶିକାର_୧୦_ମାସର_ଛୁଆର_ଅବସ୍ଥା_ସଙ୍କଟାପନ୍ନ
ପ୍ୟାରୀ ମୁଣ୍ଡାଙ୍କ ୧୦ ମାସର ଝିଅ ସାଲିନି ମୁଣ୍ଡା ରାଉରକେଲା ଆରଜିଏଚରେ ଭର୍ତ୍ତି । ଶିଶୁ ବିଭାଗରେ ଉନ୍ନତି ଯନ୍ତ୍ରପାତି ଏବଂ ଅନୁଭବୀ ଡାକ୍ତରୀ ଟିମର ଅଭାବ ଯୋଗୁଁ ମିଳୁନି ଉତ୍ତମ ଚିକିତ୍ସା । ପୁଷ୍ଟିକର ଖାଦ୍ୟ ଅଭାବରୁ ପ୍ୟାରୀଙ୍କ ଗର୍ଭରେ ଥିବା ଶିଶୁ ମଧ୍ୟ ଅପପୁଷ୍ଟିର ଶିକାର ହୋଇଥିବା ଆଶଙ୍କା ।
#Sundargarh #Rourkela #malnutrition #treatment #Hospital #doctor #AmiyaranjanParida #Odisha #ArgusNews