କରୋନା ସଂକ୍ରମଣକୁ ଡରି ଆତ୍ମୀୟ ପ୍ରିୟଜନ ଶବ ସତ୍କାର କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଅସମୟର ବନ୍ଧୁ ସାଜି ଶବସତ୍କାର ନିମନ୍ତେ ଆଗକୁ ଆସିଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ର ପଞ୍ଚାଜଣ ସ୍ବେଛାସେବୀ । ପିପିଇ କିଟ ପିନ୍ଧି କରୋନା କଟକଣା ମଧ୍ୟରେ ହିନ୍ଦୁ ରୀତିନୀତି ରେ କରୁଛନ୍ତି ଶବସତ୍କାର l
#ArgusNews #Odisha #Berhampur #socialworker #CovidPandamic