#ଅପରେସନ_white_spider_କୁ_ଖୋଲା_ଚ୍ୟାଲେଞ୍ଜ
#ରାଜଧାନୀ_ବସ୍ତିରେ_ଚାଲିଛି_ବ୍ରାଉନସୁଗାର_ବ୍ୟବସାୟ
ପୋଲିସ କୁ ନାହିଁ ଡର । ଖୋଲା ଖୋଲି ବ୍ରାଉନସୁଗର ବେପାର କର । ଏକଥା ଆମେ ଆମେ କହୁନୁ । ରାଜଧାନୀ ଭୁବନେଶ୍ବର ରେ ଭାଇରାଲ ହେଉଥିବା ଭିଡିଓ ଏମିତି କିଛି କହୁଛି ।
#Odisha #ArgusNews #WhiteSpider #brownsugar #Drugs