ରେଢାଖୋଲ ଉପଖଣ୍ଡ ପାଣିମୁରା ପଞ୍ଚାୟତରେ ସ୍ୱାଧୀନତାର ୭୪ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ମୋବାଇଲ ସେବାରୁ ବଞ୍ଚିତ ଅଛନ୍ତି ପଞ୍ଚାୟତବାସୀ । ବାରମ୍ବାର ଗ୍ରାମବାସୀ ବିଭିନ୍ନ ସମୟରେ ଦାବୀ କଲା ପରେ ମଧ୍ୟ ପ୍ରଶାସନ ଗୁରୁତ୍ବ ଦେଉନଥିବା ପଞ୍ଚାୟତବାସୀ ଅଭିଯୋଗ କରୁଛନ୍ତି । ମୋବାଇଲ ଟାୱାର ପାଇଁ ଆଜି ପଞ୍ଚାୟତବାସୀଙ୍କ ତରଫରୁ କୋରୋନା ଭୟାଭୟତାକୁ ଲକ୍ଷ କରି ପଞ୍ଚାୟତବାସୀ ଆସି ରେଢାଖୋଲ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।
#ArgusNews #Odisha #Redhakhol #mobiletower #nonetwork #complain #collector