ଅପହରଣ ନାଟକ କରିଥିବା ଡେଲିଭରି ବଏ ଗିରଫ । ଯୁବକ ଜଣକ ନ ଥିଲେ ଡେଲିଭରି ବଏ । ସ୍ବଇଚ୍ଛାରେ ଯୁବକଙ୍କ ସହ ଫେରାର ହୋଇଥିବା କହିଲେ ଯୁବତୀ । ପୋଲିସକୁ ଭ୍ରମିତ କରିବା, ମିଥ୍ୟା ଅପହରଣ ନାଟକ କରିବା ଓ ତଥ୍ୟ ଲୁଚାଇବା ଅଭିଯୋଗରେ ଗିରଫ
#Cuttack #deliveryBoy #OdishaPolice #Arrest #Swiggyemployee #Odisha #ArgusNews