ବରଗଡରେ ଶିଶୁ ଅପହୃତ ଘଟଣା। ଅପହରଣର କିଛି ଘଣ୍ଟା ପରେ ମା କୋଳକୁ ଫେରିଲା ଅପହୃତ ହୋଇଥିବା ୮ବର୍ଷର ଶିଶୁପୁତ୍ର। କିଡନାପ ପରେ ମୁଣ୍ଡ ବଦଳରେ ୧୦ଲକ୍ଷ ଦାବି କରିଥିଲେ ଦୁର୍ବୃତ୍ତ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଦୁର୍ବତ୍ତ ମାନେ ଶିଶୁକୁ ଛାଡିଥିବା ସୂଚନା।
#Bargarh #kidnapping #ChildKidnapping #kidnappers #demanded #Odisha #ArgusNews