ଅପହରଣ ନାଟକ କରିଥିବା ଡେଲିଭରି ବଏ ଗିରଫ । ଉଦ୍ଧାର ଯୁବତୀଙ୍କ ଅଡିଓ ଭିଡିଓ ବୟାନ ରେକର୍ଡ ହୋଇଛି । ସ୍ବଇଚ୍ଛାରେ ଯୁବକଙ୍କ ସହ ଫେରାର ହୋଇଥିବା କହିଲେ ଯୁବତୀ । ପୋଲିସକୁ ଭ୍ରମିତ କରିବା, ମିଥ୍ୟା ଅପହରଣ ନାଟକ କରିବା ଓ ତଥ୍ୟ ଲୁଚାଇବା ଅଭିଯୋଗରେ ସ୍ବିଗି ବଏ ଗିରଫ ।
#deliveryBoy #OdishaPolice #Arrest #Swiggyemployee #Odisha #falsekidnapping #ArgusNews