#ତେଲିଆ_ମୁଣ୍ଡରେ_ତେଲ
#ଥିଲାବାଲାଙ୍କୁ_ମିଳୁଛି_ନଥିଲା_ବାଲାଙ୍କୁ_ନାହିଁ
ତେଲିଆ ମୁଣ୍ଡରେ ତେଲ । ଥିଲାବାଲାଙ୍କୁ ମିଳୁଛି ନଥିଲା ବାଲାଙ୍କୁ ନାହିଁ । କେଉଁଠି ଦଳୀୟ ଭିତ୍ତିରେ ଆବାସ ବଣ୍ଟନ ଅଭିଯୋଗ ତ ଆଉ କେଉଁଠି ଗରିବଟିଏ ହାରିଗୁହାରି କଲେ ବି ଶୁଣୁନାହାଁନ୍ତି କେହି । ରାଜ୍ୟରେ ଝାଟିମାଟି ଘରେ ଏମିତି ଦିନରେ ସୂର୍ଯ୍ୟ ଓ ରାତିରେ ଚାନ୍ଦ ଦେଖନ୍ତି ଲକ୍ଷାଧିକ ଗରିବ ହିତାଧିକାରୀ
#BJP #AwasYojana #BJD #Odisha #ArgusNews