#ଅପାରଗତା_ଲୁଚାଇବା_ପାଇଁ_ଓକିଲ_ପୋଷା
ମହାନଦୀ ମାମଲା ଲଢିବାକୁ ଓକିଲଙ୍କ ଫିସ ବାବଦକୁ ଖର୍ଚ୍ଚ ହୋଇଛି 4 କୋଟି। ସେମିତି ଗସ୍ତ ଖର୍ଚ୍ଚ ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚକୁ ମିଶାଇଲେ ରାଜକୋଷରୁ ଆଉ 2 କୋଟି ସ୍ବାହା ହୋଇଛି। ସୂଚନା ଅଧିକାର ଆଇନରେ ଏହି ତଥ୍ୟ ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଓ ସୁଚନା ଅଧିକାରୀ କର୍ମୀ ।
#ArgusNews #Odisha #Cuttack #Mahanadi #Tribunal