ତମ କଥା କଥା ଆମ କଥା କଣ ବାଦାମ ଚୋପା....
+୨ ଅଫଲାଇନ ପରୀକ୍ଷାକୁ ବିରୋଧ । ଅଫଲାଇନ ପରୀକ୍ଷା ବାତିଲକୁ ନେଇ ଅଲ୍ ଓଡିଶା ଷ୍ଟୁଡେଣ୍ଟ୍ ୟୁନିଅନ ପକ୍ଷରୁ ବାଲେଶ୍ବର ମୁଖ୍ୟ ରାସ୍ତା ଷ୍ଟେସନ ଛକ ନିକଟରେ ଅନ୍ଦୋଳନ । ଯାତୟତ ବାଧାପ୍ରାପ୍ତ ।
#Balasore #StudentProtest #PlusTwo #Examination #cancellation #ArgusNews