ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ କଥା କହି ଓ ନିଜକୁ ଦୁର୍ନୀତିମୁକ୍ତ ଓ ସାଧୁ ବୋଲି ଦର୍ଶାଇ ଆମ ଆଦମୀ ପାର୍ଟୀ ଭାରତୀୟ ରାଜନୀତିରେ ପ୍ରବେଶ କରିଥିଲା । ଅନ୍ନା ହଜାରେଙ୍କ ଭଳି ସାମାଜିକ କାର୍ଯ୍ୟକର୍ତାଙ୍କୁ ସାମନାରେ ରଖି ପ୍ରଥମେ ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ କରିବା ସହ କେବେ ହେଲେ ରାଜନୀତିରେ ପ୍ରବେଶ କରିବି ନାହିଁ ବୋଲି କହିଥିଲେ ।
#ManishSisodia #AnnaHazare #protest #AamAadmiParty #ArgusNews