ଅବକାରୀ ବିଭାଗର କର୍ମଚାରୀଙ୍କ ଦାଦାଗିରି । ମିଛ ଅଭିଯୋଗରେ ପ୍ରଦୀପ ଦେହୁରୀଙ୍କୁ ଉଠାଇ ନେଇ ମାରପିଟ କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଅବକାରୀ ବିଭାଗ କର୍ମଚାରୀ ଲହୁ ଲୁହାଣ କରିଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି ।
#Odisha #ArgusNews #angul #exercise #police #ThirdDegreeTorture #torture