ଠିକାଦାରଙ୍କ ମନ ମାନି ଯୋଗୁଁ ଅଧା ପନ୍ତରିଆ ହୋଇ ପଡି ରହିଛି ବିଜୁ ସେତୁ । ଡିସେନମ୍ବର 2020 ସୁଦ୍ଧା ସେତୁ କାମ ଶେଷ ହେବା ପାଇଁ ଠିକାଦାରଙ୍କ ସହିତ ଚୁକ୍ତିନାମା ହୋଇଥିଲା । କିନ୍ତୁ ଅବଧିକୁ 6 ମାସ ବିତିଯାଇଥିଲେ ବି ଏଯାଏଁ ସରିନି କାମ ।
#ArgusNews #Odisha #ArgusNewsTv #Kendrapara #bijusetu