ଅବହେଳିତ ଅବସ୍ଥାରେ ପଡ଼ିଛି ଦେଶର ଏକମାତ୍ର ଗରୁଡ଼ ମନ୍ଦିର ତଥା କଟକର ଐତିହାସିକ ମସ୍ତରାମ ମଠ । ଦେବୋତ୍ତର କମିଟି ଅଧୀନରେ ଏହି ମଠ ଆସୁଥିଲେ ମଧ୍ୟ ଏହା ଉପରେ ସରକାର କିମ୍ବା ସ୍ଥାନୀୟ ପ୍ରଶାସନର ନଜର ପଡୁନି । ପ୍ରଶାସନର ଉଦାସୀନତା ଯୋଗୁ ଜଙ୍ଗଲରେ ପରିଣତ ହୋଇଥିବା ମଠରେ, ଆଜି ସଫେଇ କାର୍ଯ୍ୟ କରିଛି ସ୍ବେଚ୍ଛାସେବୀ ସଂଗଠନ ସିଲଭର ସିଟି ଚାରିଟେବଲ୍ ଟ୍ରଷ୍ଟ
#ArgusNews #odisha #Cuttack #garudatemple