#ଅବହେଳିତ_ଅବସ୍ଥାରେ_ଫାସୁଳା_ଗ୍ରାମାବସୀ
ସହରାଞ୍ଚଳର ଉନ୍ନତି ପାଇଁ ସରକାର ଅନେକ ଯୋଜନାମାନ ପ୍ରଣୟନ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଓ ପ୍ରଶାସନିକ ଉଦାରସୀନତା ଯୋଗୁଁ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବାସିନ୍ଦା ମଧ୍ୟ ଅବହେଳିତ । ଯାହାକୁ ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହି ଓ୍ବାଡର ଫାସୁଳା ଗ୍ରାମ ବାସୀ ।
#Ganjam #problem #phasula #village #Odisha #ArgusNews