କୋରୋନା ମୃତ୍ୟୁର କଟୁ ସତ୍ୟ। ଅଡିଟ୍ ରିପୋର୍ଟର ବିଳମ୍ଵ ଯୋଗୁଁ ଅବହେଳିତ ଅନାଥ। ଗତ ବର୍ଷକ ମଧ୍ୟରେ ରାଜ୍ୟରେ ୧୦୭୩ ଶିଶୁ ଅନାଥ। କୋରୋନା ମୃତ୍ୟୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ନାହିଁ ତଥ୍ୟ। ଅବହେଳିତ ଅବସ୍ଥାରେ ରାଜ୍ୟରେ ଶହ ଶହ ଅନାଥ।
#ArgusNews #Odisha #Jharsuguda #CoronaVirus #CovidDeath #orphan