#ଅବହେଳିତ_ଅବସ୍ଥାରେ_ସ୍ବାଧିନତା_ସଂଗ୍ରାମୀ_ସ୍ମାରକୀ_ଭବନ !
ଅବହେଳିତ ଅବସ୍ଥାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଥିବା ସ୍ବାଧୀନତା ସଂଗ୍ରାମୀ ସ୍ମାରକୀ। ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ବୀରତ୍ବର ଗାଥା ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିଲା ଏହି ଭବନ। ହେଲେ ଏହି ଭବନରେ ଥିବା ମହାପୁରୁଷଙ୍କ ଫୋଟ ଚିତ୍ର ଗୁଡିକର ରକ୍ଷାଣବେକ୍ଷଣ ଅଭାବରୁ ଭାଙ୍ଗି ରୁଜିଗଲାଣି
#ArgusNews #Odisha #Ganjam #Brahmapur #Freedomfighters #MemorialBuilding