ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଆଜି କଟକରେ ୩୦୦ କୋଟି ଟଙ୍କାର omfed ଡାଇରୀ ଫାର୍ମ ଉଦଘାଟନ କରିଛନ୍ତି ଏବଂ କହିଛନ୍ତି ଯେ ଏଥିରୁ ରାଜ୍ୟର ସମସ୍ତ ଦୁଗ୍ଧ ଚାଷୀ ଲାଭ ପାଇବେ କିନ୍ତୁ ଅନ୍ୟପଟେ ରାଜ୍ୟର ଦୁଗ୍ଧ ଚାଷୀର ଦୁଃଖ କହିଲେ ନସରେ । ବରଗଡ ଜିଲ୍ଲାର ଦୁଗ୍ଧ ଚାଷୀ ଗତ ଲକ୍ ଡାଉନ୍ ସମୟରେ ଓମ୍ଫେଡ କ୍ଷୀର ନ କିଣିବାରୁ ରାଜ ରାସ୍ତା ଉପରେ ଢାଳି ଥିଲେ ଚାଷୀଙ୍କ ଅଭିଯୋଗ ରହିଛି
#Baragarh #Milkfarmer #Allegation #OdishaGovt #ArgusNews