#ଅବହେଳିତ_ନଟିଆ_ଗାଁର_ଜାମୁନ୍_ସାହି
ଗାଁକୁ ଗାଁ ପହଂଚିଛି ସରକାରୀ ଯୋଜନା । ଦ୍ରୁତଗତିରେ ଆଗେଇ ଚାଲିଛି ବିକାଶର କାମ । କିନ୍ତୁ ଏବେ ବି ଅବହେଳିତ ନଟିଆ ଗାଁର ଜାମୁନ୍ ସାହି । ପାହାଡ ଆଉ ଜଙ୍ଗଲ ମଝିରେ ଗାଁ । ଏଠି ନାଁ ଅଛି ରାସ୍ତା ନା ପାନୀୟ ଜଳର ବ୍ୟବସ୍ଥା । ଏପରିକି ବିଦ୍ୟୁତ୍ ସେବାରୁ ବଞ୍ଚିତ ଗ୍ରାମବାସୀ । ମାତ୍ର ପ୍ରଶାସନର ନାହିଁ ପରୱା।
#keonjhar #Ghasipura #Natiavillage #Tribalarea #neglected #development #waterIssue #transportationissues #ArgusNews