ଗୋଟିଏ ପଟେ ରାଜ୍ୟ ସରକାର କ୍ରୀଡା ଭିତ୍ତିଭୂମିର ବିକାଶ କଥା କହି ଓଡିଶାକୁ କ୍ରୀଡା ରାଜଧାନୀ କରିବାକୁ ଲକ୍ଷ ରଖିଛନ୍ତି । ଏନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହିତ ରାଜ୍ୟବ୍ୟାପୀ ଷ୍ଟାଡିୟମ ନିର୍ମାଣର ଲକ୍ଷ ରଖିଛନ୍ତି । ତେବେ ଓଡିଶାରେ କ୍ରୀଡାର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲାରେ ଏଭଳି ଅବ୍ୟବସ୍ଥା ରାଜ୍ୟ ସରକାରଙ୍କ କ୍ରୀଡାପ୍ରେମକୁ ପଦାରେ ପକାଇଛି ।
#ArgusNews #Odisha #sundargarh #sports #capital