ଆବାସ ଯୁଜନା ଥି ଅବ୍ୟବସ୍ଥା । ୧୦ ବଛର ହେଲା ଘର ଖଣେ ନାଇଁ ପାଇବାର ବଉଦ ଜିଲ୍ଲାର ଡିମିରିମୁଣ୍ଡାର ଗାଁର୍ ଲୁକେ । ବର୍ଷା ହେଲେ ଭାତ୍ ହାଣ୍ଡିଥି ଗଲୁଛେ ପାନି । ହେନ୍ତା ଲକ୍ଷ୍ମିପ୍ରସାଦ ପଂଚାୟତନେ କେନ ହିତାଧିକାରୀଙ୍କର ଆବାସ ଟଙ୍କା ଲୁଟ୍ ହେଇଛେ ତ ଆର କାହାଙ୍କର ମୂଲନୁ ଟଙ୍କା ନେଇ ଆସବା
#ArgusNews #Odisha #Boudh #abasajojana