ଅବ୍ୟବସ୍ଥା ଘେରରେ ଢେଙ୍କାନାଳର ବିଭିନ୍ନ ପାର୍କ । କେଉଁଠି କାମ ଅଧପନ୍ତରିଆ ହୋଇପଡ଼ିଛି , ତ ଆଉ କେଉଁଠି ରକ୍ଷଣାବେକ୍ଷଣା ଅଭାବରୁ ଭାଙ୍ଗି ରୁଜି ଗଲାଣି ପାର୍କ । ନିର୍ମାଣ କରି ନିଦରେ ଶୋଇଛି ପୌରପାଳିକା । ନା ହେଉଛି ଦେଖାରେଖା ନା ପୁନଃରୁଦ୍ଧାର । ସହର ସୌନ୍ଦର୍ଯ୍ୟକରଣ ନାଁରେ ପାଣିରେ ପଡୁଛି ଲକ୍ଷ ଲକ୍ଷ ଟଙ୍କା।
#park #underconstruction #Municipality #dhenkanal #beautiful #Odisha #ArgusNews