ଅବ୍ୟବସ୍ଥା ଭିତରେ ଗତି କରୁଛି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଠାରେ ଉତ୍ତମ ପରିବେଶ ନଥିବାରୁ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ସ୍ୱାସ୍ତ୍ୟ ସେବା ଯୋଗାଇବା ଆଳରେ ସ୍ୱାସ୍ତ୍ୟ ଭିତ୍ତିଭୂମିକୁ ଭୁଲିଯାଉଛନ୍ତି ମେଡିକାଲ କତ୍ତୃପକ୍ଷ ।
#Jajpur #MedicalIssue #PatientProblem #HealthDepartment #healthcare #ArgusNews