#ଅଭାବରେ_ଚଳୁଛନ୍ତି_ପ୍ରଭୁ_ଅଲାରନାଥ !
ମହାପ୍ରଭୁ ଅଲାରନାଥଙ୍କ ସେବାରେ ଅର୍ଥ ସାଜିଛି ବାଧକ । ମନ୍ଦିର ସମ୍ପତ୍ତିକୁ ଲୁଟି ଖାଇଲେଣି ଅସାଧୁ ବ୍ୟକ୍ତି । କେଉଁଠି ଜମି ଜବରଦଖଲ ହୋଇଛି ତ କେଉଁଠି ବିକ୍ରି ହୋଇଗଲାଣି । ଟ୍ରଷ୍ଟ ବୋର୍ଡ ବୈଠକରେ ଖୋଲିଲା ଗୁମର
#Puri #Brahmagiri #AlarnathTemple #Fundproblem #Trustboard #Odisha #ArgusNews