#ରାଣୀଙ୍କ_ପାଇଁ_ମହଙ୍ଗା_ସ୍ଵପ୍ନ
ଅଭାବ ଭିତରେ ହଜିଯାଇଛି ପାଠ ପଢିବାର ସ୍ଵପ୍ନ । କେନ୍ଦୁଝର ହାଟଡିହ ବ୍ଲକର ରାଣୀ ହେମ୍ଵ୍ରମ ମାଟ୍ରିକରେ ବେଶ ଅଧିକ ନମ୍ଵର ରଖି ପାସ କରିଥିଲେ ମଧ୍ୟ ଏବେ ପାଠ ପଢିବା ପାଇଁ ଅର୍ଥ ସାଜିଛି ବାଧକ।
#ArgusNews #Odisha #ArgusNewsTv #Keonjhar #MeritoriousStudent