ଚିଲିକା କଙ୍କଡା ଝୋଳ ନା ଶୁଣିଲେ ସମସ୍ତଙ୍କ ମୁହଁରେ ପାଣି ଆସିଯାଏ । ଆଉ ଯଦି ତାହା କାଳିଜାଇ ହୋଟେଲର ହୋଇଥିବା ତାହେଲେ ତ ଭୋକ ନକରୁଥିଲେ ବି ଖାଇବାକୁ ଇଛା ହେବ । ସେଥିପାଇଁ ତ ଅବିନାସ ଭାଇଙ୍କ କାଳିଜାଇ ହୋଟେଲରେ ୨କେଜିଆ ଗ୍ରୀନ କଙ୍କଡା ଝୋଳ ପାଇଁ ଭାରିଭିଡ ।
#Chilika #hotel #crabcurry #Odisha #ArgusNews