ପୁଣି କାନ୍ଦିଲେ ଅଭିନେତା ବାବୁସାନ୍ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୋସିଆଲ ମିଡିଆରେ ଅଭିନେତା ବାବୁସାନ କାନ୍ଦୁଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଗତ କିଛି ଦିନ ହେବ ଓଲିଉଡ ଅଭିନେତା ବାବୁସାନ୍ ନିଜ ରିୟଲ ଏବଂ ରିଲାଇଫକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ।
#BabusanMohanty #odiaactor #viralvideo #Odisha #ArgusNews