#ଭଦ୍ରକ_ପୋଲିସ_ବିରୋଧରେ_ସାଂଘାତିକ_ଅଭିଯୋଗ
#ସନ୍ଦେହ_ଘେରରେ_ମୀନା_ଆଣ୍ଡ_ଟିମ୍
ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୁକ୍ତ ସୁରକ୍ଷାରେ ଭଦ୍ରକ ପୋଲିସ। ନ୍ୟାୟ ନପାଇବାରୁ ଲୋକଲଜ୍ଜା ଭୟରେ ଆତ୍ମହତ୍ୟା କରିଥିବା ଯୁବତୀଙ୍କୁ ନ୍ୟାୟ ପାଇଁ ଗୁହାରି କରିଛନ୍ତି ତାଙ୍କ ମା। ପୁରା ଘଟଣା ପାଇଁ ଭଦ୍ରକ ପୋଲିସକୁ ଦାୟୀ କରିଛନ୍ତି ମୃତାକଙ୍କ ପରିବାର ଲୋକ। ଅଭିଯୋଗ ପରେ ବି କାହିଁକି ଆକସନ୍ ହେଲା ନାହିଁ ତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ।
#ArgusNews #Bhadrak #police #justice #CharanSinghMeena #IPS #injustice