ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ପ୍ରକୃତ ଲୋକ ପାଖରେ ପହଞ୍ଚୁ । କେବଳ ସେଥି ପାଇଁ ରାଜ୍ୟ ସରକାର ଏହି ପ୍ରସ୍ତାବ ଦେଇଥିଲେ । ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ଶତ ପ୍ରତିଶତ ହିତାଧୀକାରୀ କେମିତି ଗୋଟିଏ ଯୋଜନାରେ ଅନ୍ତର୍ଭୂକ୍ତ ହୋଇ ପାରିବେ । ଅମର ପଟନାୟକ, ବିଜେଡ଼ି ସାଂସଦ
#ArgusNews #Odisha #ArgusNewsTV #BJD #amarpattnaik