#ଅମାନିଆ_ହେଉଛନ୍ତି_ଶାସକଦଳର_ଗଣ୍ଡାଗଣ୍ଡା_ବିଧାୟକ_ଏବଂ_ମନ୍ତ୍ରୀ
ସାଧାରଣ ଲୋକଙ୍କ ପାଇଁ କଟକଣା । ଶାସକ ଦଳ ପାଇଁ ଶହେଗୁଣ ମାଫ। ବେଫିକର ହେଉଛନ୍ତି ଶାସକଦଳର ଗଣ୍ଡା ଗଣ୍ଡା ବିଧାୟକଙ୍କ ସହ ଏକାଧିକ ମନ୍ତ୍ରୀ । ଶାସକ ଦଳର ବିଧାୟକଙ୍କ ଗଞ୍ଜାମ ଗସ୍ତ ବେଳେ ଜିଲ୍ଲା ପ୍ରସାଶନ ଉପସ୍ଥିତିରେ ଦେଖିବାକୁ ମିଳିଛି କୋଭିଡ୍ କଟକଣାର ଉଲଂଘନ ।
#ArgusNews #Odisha #MLA #Covidguidelines #Ganjam #Covidrulebreak