ଅମାନିଆ ଚାଳକଙ୍କୁ, ପାନେ ଦେଲେ ମହିଳା ।
ଟ୍ରାଫିକ୍ ନିୟମ ଉଲଙ୍ଘନ କରିଥିବା ଯୁବକଙ୍କୁ ଶିକ୍ଷା ଦେଲେ ମହିଳା । ଭୁବନେଶ୍ୱର ସ୍ଥିତ କଳିଙ୍କ ହସ୍ପିଟାଲ ଛକ ନିକଟରେ ଏଭଳି ଉତ୍ତେଜନା ପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା ।
#Odisha #ArgusNews #TrafficRules #TrafficPolice #women #TrafficRuleViolation